ବିଫଳ Biphaḻa
- ସଂ. ବିଣ (ବି+ଫଳ) — ନିଷ୍ଫଳ — Fruitless; abortive
- ସଂ. ବିଣ (ବି+ଫଳ) — ବୃଥା; ବ୍ୟର୍ଥ — Vain; useless
- ସଂ. ବିଣ (ବି+ଫଳ) — ନିରର୍ଥକ — Meaningless; futile
- ସଂ. ବିଣ (ବି+ଫଳ) — ଫଳହୀନ (ବୃକ୍ଷ) (ହି. ଶ.) — (tree) Bearing no fruit
- ସଂ. ବିଣ (ବି+ଫଳ) — ଅକୃତକାର୍ଯ୍ୟ — Unsuccessful