ବିପ୍ଳାବକ Bipḻābaka

  • ସଂ. ବିଣ. ପୁଂ. (ବି+ପ୍ଳୁ+ଧାତୁ+କର୍ତ୍ତୃ. ଅକ) — ବିପ୍ଳବକାରୀ — Rebellious; revolutionary
  • ସଂ. ବିଣ. ପୁଂ. (ବି+ପ୍ଳୁ+ଧାତୁ+କର୍ତ୍ତୃ. ଅକ) — ମେଳିଆ — Combining
  • ସଂ. ବିଣ. ପୁଂ. (ବି+ପ୍ଳୁ+ଧାତୁ+କର୍ତ୍ତୃ. ଅକ) — ବନ୍ୟା ଉତ୍ପାଦକ; ପ୍ରଳୟଙ୍କର — Producing or bringing about flood or deluge