ବିପ୍ଳାବନ Bipḻābana

  • ସଂ. ବି [ବି+ପ୍ଳୁ (ପ୍ଳବ୍) ଧାତୁ ଣିଚ୍ ପ୍ଳାବି ଧାତୁ+ଭାବ.ଅନ] — ବିଘ୍ନ; ବ୍ୟାଘାତ — Obstacle; hinderance
  • ସଂ. ବି [ବି+ପ୍ଳୁ (ପ୍ଳବ୍) ଧାତୁ ଣିଚ୍ ପ୍ଳାବି ଧାତୁ+ଭାବ.ଅନ] — ଧ୍ୱଂସ — Ruin; destruction
  • ସଂ. ବି [ବି+ପ୍ଳୁ (ପ୍ଳବ୍) ଧାତୁ ଣିଚ୍ ପ୍ଳାବି ଧାତୁ+ଭାବ.ଅନ] — ହାନି; କ୍ଷତି — Detriment; injury; mischief
  • ସଂ. ବି [ବି+ପ୍ଳୁ (ପ୍ଳବ୍) ଧାତୁ ଣିଚ୍ ପ୍ଳାବି ଧାତୁ+ଭାବ.ଅନ] — ଜଳ ପ୍ଳାବନ — Flood; deluge
  • ସଂ. ବି [ବି+ପ୍ଳୁ (ପ୍ଳବ୍) ଧାତୁ ଣିଚ୍ ପ୍ଳାବି ଧାତୁ+ଭାବ.ଅନ] — ବିପର୍ଯ୍ଯାସ; ଓଲଟ ପାଲଟ — Upturning; utter confusion