ବିପ୍ଳାବିତ Bipḻābita

  • ସଂ. ବିଣ. (ବି+ପ୍ଳୁ ଧାତୁ ଣିଚ୍ ପ୍ଳାବି ଧାତୁ+କର୍ମ. ତ) — ବିପର୍ଯ୍ୟସ୍ତ — Utterly confused; upturned
  • ସଂ. ବିଣ. (ବି+ପ୍ଳୁ ଧାତୁ ଣିଚ୍ ପ୍ଳାବି ଧାତୁ+କର୍ମ. ତ) — ପ୍ଳାବିତ, ବନ୍ୟାଚ୍ଛନ୍ନ — Overflooded
  • ସଂ. ବିଣ. (ବି+ପ୍ଳୁ ଧାତୁ ଣିଚ୍ ପ୍ଳାବି ଧାତୁ+କର୍ମ. ତ) — ବିପନ୍ନ — Beset with calamity
  • ସଂ. ବିଣ. (ବି+ପ୍ଳୁ ଧାତୁ ଣିଚ୍ ପ୍ଳାବି ଧାତୁ+କର୍ମ. ତ) — ବିନଷ୍ଟ — Devastated; ruined
  • ସଂ. ବିଣ. (ବି+ପ୍ଳୁ ଧାତୁ ଣିଚ୍ ପ୍ଳାବି ଧାତୁ+କର୍ମ. ତ) — ଉପଦ୍ରୁତ — Overrun; oppressed
  • ସଂ. ବିଣ. (ବି+ପ୍ଳୁ ଧାତୁ ଣିଚ୍ ପ୍ଳାବି ଧାତୁ+କର୍ମ. ତ) — ବ୍ୟାହତ — Defeated; baffled