ବିପିନ Bipina

  • ସଂ. ବି. (ବେପ୍ ଧାତୁ=କମ୍ପିବା+ଅଧିକରଣ ଇନ; ନିପାତନ; ଯହିଁରେ ବୃକ୍ଷ ଲତାର ପତ୍ରାଦି ସର୍ବଦା କମ୍ପିତ ହୁଏ) — ବନ; ଅରଣ୍ୟ; ଅଟବୀ — Forest; the woods
  • ଦେ. ବି — ବିପିନବିହାରୀ ନାମକ ବ୍ୟକ୍ତିର ଡାକନାମ — Name for calling Bipinabihārī