ବିପୁଳ ଧନ Bipuḻa dhana

  • ସଂ. ବି—(କର୍ମଧା; ବିପୁଳ+ଧନ) — ବହୁ ଧନ; ବିଭବ — Much wealth; opulence
  • ସଂ. ବି—(କର୍ମଧା; ବିପୁଳ+ଧନ) — (ବିପୁଳଧନା—ସ୍ତ୍ରୀ; ବିପୁଳଧନତା—ବି)
  • ସଂ. ବିଣ. ପୁଂ — ଖୁବ୍ ଧନୀ — Very rich; opulent