ବିପାଦିକା Bipādikā

  • ସଂ. ବି. ସ୍ତ୍ରୀ. (ବି+ପଦ୍ ଧାତୁ+କରଣ ଅକ+ସ୍ତ୍ରୀ. ଆ) — ପ୍ରହେଳିକା — Riddle; enigma
  • ସଂ. ବି. ସ୍ତ୍ରୀ. (ବି+ପଦ୍ ଧାତୁ+କରଣ ଅକ+ସ୍ତ୍ରୀ. ଆ) — ପାଦସ୍ଫୋଟ; ଗୋଡ଼ଫାଟ ରୋଗ — Chilblain; kibes in the feet; chipped soles (a disease)
  • ସଂ. ବି. ସ୍ତ୍ରୀ. (ବି+ପଦ୍ ଧାତୁ+କରଣ ଅକ+ସ୍ତ୍ରୀ. ଆ) — କୁଷ୍ଠରୋଗବିଶେଷ (ହି. ଶ.) — A kind of leprosy
  • ସଂ. ବି. ଓ ବିଣ. ସ୍ତ୍ରୀ — ବିପାଦକର ସ୍ତ୍ରୀଲିଙ୍ଗ — Feminine of Bipādaka