ବିପାଶା Bipāṡā

  • ସଂ. ବି. (ବି=ବିଗତ+ପାଶ=ରଜ୍ଜୁ+ଆ) — ପଞ୍ଜାବର ପଞ୍ଚନଦ ମଧ୍ୟରୁ ଏକତମ; ବେଉଆ ନଦୀ) — The Bipasa or Bewa; one of the 5 tributaries of the Indus
  • ସଂ. ବି. (ବି=ବିଗତ+ପାଶ=ରଜ୍ଜୁ+ଆ) — [ଦ୍ର—ବଶିଷ୍ଟ ମୁନି ପୁତ୍ରଶୋକରେ ଅଧୀର ହୋଇ ନିଜ ଦେହକୁ ପାଶବଦ୍ଧ କରି ଏ ନଦୀରେ ନିମଗ୍ନ ହେଲେ। ଏ ନଦୀ ତାଙ୍କୁ ବିପାଶ କରିଥିବାରୁ ଏହାର ଏପରି ନାମ ହୋଇଅଛି। ଏହାର ଅନ୍ୟ ନାମ ବ୍ୟାସ ବା ସିନ୍ଧୁ ନଦ; ଏହା ପଞ୍ଚନଦ ମଧ୍ୟରୁ ସର୍ବପଶ୍ଚିମରେ ଅବସ୍ଥିତ।]
  • ସଂ. ବିଣ. ସ୍ତ୍ରୀ—(ବିପାଶ+ଆ) — ବିପାଶର ସ୍ତ୍ରୀଲିଙ୍ଗ — Feminine of Bipāṡa