ବିନୟନ Binayana

  • ସଂ. ବି (ବି=ନୀ ଧାତୁ+ଭାବ. ଅନ) — ଶିକ୍ଷା — Instruction
  • ସଂ. ବି (ବି=ନୀ ଧାତୁ+ଭାବ. ଅନ) — ନମ୍ରତା — Humility; modesty
  • ସଂ. ବି (ବି=ନୀ ଧାତୁ+ଭାବ. ଅନ) — ଅପନୟନ; ଅପନୋଦନ; ନିରା— କରଣ — Wiping out; clearing of a thing; refutation