ବିନୟ ପତ୍ର Binaya patra

  • ସଂ. ବି. (ବିନୟ ପୂର୍ଣ୍ଣ ପତ୍ର; ମ. ପ. ଲୋ) — ପ୍ରାର୍ଥନା— ପତ୍ର — An humble petition
  • ସଂ. ବି. (ବିନୟ ପୂର୍ଣ୍ଣ ପତ୍ର; ମ. ପ. ଲୋ) — ସବିନୟ ଲିପି — A modest letter; a letter containing entreaties