ବିନୟ ବଚନ Binaya bachana

  • ଦେ. ବି — କୋମଳ କଥା; ବିନୟ ବାକ୍ୟ — Polite or modest words
  • ଦେ. ବି — ନମ୍ର ବାକ୍ୟ — Submissive speech
  • ଦେ. ବି — (ଉ—ବାହୁଡ଼ିବା ଲାଗି ସ୍ୱବାସେ ମାଗିଲା ବିନୟ ଭାଷେ ମେଲାଣି। ରାଧାନାଥ. ଯଯାତି।)