ବିନୟଗ୍ରାହୀ Binayagrāhī

  • ସଂ. ବିଣ ପୁଂ. — ବଚନରେ ସ୍ଥିତ; କଥାର ବାଧ୍ୟ — Submissive; obedient; obliging
  • ସଂ. ବିଣ ପୁଂ. — ବିନୀତ — Humble; modest