ବିନୋଦ Binoda

  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — ମନସ୍ତୁଷ୍ଟି; ଆନନ୍ଦ — Gratification of mind; pleasure; happiness
  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — ଔତ୍ସୁକ୍ୟ — Eagerness; vehemence
  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — ବିହାର; ଲୀଳା — pastime
  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — ଆମୋଦ ପ୍ରମୋଦ; କ୍ରୀଡ଼ାକୌତୁକ — Pleasures; amusements; merriment; sports; play
  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — ଅପନୟନ; ଅପନୋଦନ — Relieving of distress; alleviating; palliating
  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — ପ୍ରବୋଧନ; ସାନ୍ତ୍ୱନାଦାନ୍ — Consolation
  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — (+କରଣ ଅ) ସମୟ ଯାପନୋପାୟ — Diversion; relaxation
  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — ରସିକତା ପ୍ରକାଶ — Witticism; humour
  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — (+ଅଧି— କରଣ ଅ) ରାଜ ଗୃହ ବିଶେଷ; ପ୍ରମୋଦ ଗୃହ (ହି.ଶ) — A king's pleasure house
  • ସଂ. ବି (ବି+ନୁଦ୍ ଧାତୁ+ଭାବ. ଅ) — (+କରଣ ଅ) ଆଲିଙ୍ଗନବିଶେଷ — A sort sexual enjoyment (Apte) or of embrance
  • ସଂ. ବିଣ — ମନୋହର; ସୁନ୍ଦର — Beautiful
  • ଦେ. ବି — ବିନୋଦ— ବିହାରୀର ଡାକ ନାମ — A popular name for Binodabihārī