ବିନୋକ୍ତି Binokti

  • ସଂ. ବି (ବିନା+ଉକ୍ତି) — ବିନା ଶବ୍ଦ ପ୍ରୟୋଗ କରାଯାଇଥିବା ଅର୍ଥାଳଙ୍କାରବିଶେଷ — A figure of speech
  • ସଂ. ବି (ବିନା+ଉକ୍ତି) — (ଏହାର ଉଦାହରଣ—ଘୃତ ବିନା ଭୋଜନ ଭୋଜନ ନୁହେଁ।)