ବିନୀତ Binīta

  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ବିନମ୍ର — Humble
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ବିନୟୀ — Modest
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ଶିଷ୍ଟ, ଅନୁଦ୍ଧତ — Gentle; decent
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ଶାନ୍ତ — Meek
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ଜିତେନ୍ଦ୍ରିୟ — Of subdued passions self-controlled
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ଧାର୍ମିକ — Pious religious; god-fearing
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ଶିକ୍ଷିତ — Educated; trained
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ଶାସିତ — Punished; ruled
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ସ୍ଥାନାନ୍ତରକୁ ନୀତ — Taken out; carried from one place to another
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ନିକ୍ଷିପ୍ତ — Dispersed; thrown about
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ନିଭୃତ — Concealed; secret
  • ସଂ. ବିଣ. ପୁଂ—(ବି+ନୀ ଧାତୁ+କର୍ତ୍ତୃ. ତ) — ଗୃହୀତ — Taken