ବିନିର୍ମୋକ Binirmoka

  • ସଂ. ବିଣ. ପୁଂ—(ବି+ନିର୍ମୋକ) — ପରିଧାନ ଶୂନ୍ଯ — Devoid of clothing
  • ସଂ. ବିଣ. ପୁଂ—(ବି+ନିର୍ମୋକ) — କାତି ଛାଡ଼ି ଥିବା (ସର୍ପ) — (a snake) Which has cast off its slough