ବିନୀତକ Binītaka

  • ସଂ. ବି—(ବି+ନୀ ଧାତୁ+କରଣ. ତକ) — ଯାନ — Conveyance (Apte)
  • ସଂ. ବି—(ବି+ନୀ ଧାତୁ+କରଣ. ତକ) — (+କର୍ତ୍ତୃ ଅକ)— ବାହକ — A carrier; a bearer. (Apte)