ବିନିର୍ମୁକ୍ତ Binirmukta

  • ସଂ. ବିଣ—(ବି+ନିର୍ମୁକ୍ତ) — ବହିର୍ଗତ — Come out
  • ସଂ. ବିଣ—(ବି+ନିର୍ମୁକ୍ତ) — ଅନାଚ୍ଛନ୍ନ — Open
  • ସଂ. ବିଣ—(ବି+ନିର୍ମୁକ୍ତ) — ବନ୍ଧନ ରହିତ — Free from a bond