ବିନାଶ Bināṡa

  • ସଂ. ବି—(ବି+ନଶ୍ ଧାତୁ+ଭାବ. ଅ) — ଧ୍ୱଂସ; ଉଚ୍ଛେଦ; ସର୍ବନାଶ — Ruin
  • ସଂ. ବି—(ବି+ନଶ୍ ଧାତୁ+ଭାବ. ଅ) — ଲୋପ; ଅଦର୍ଶନ — Extinction; disappearance
  • ସଂ. ବି—(ବି+ନଶ୍ ଧାତୁ+ଭାବ. ଅ) — ମୃତ୍ୟୁ — Death
  • ସଂ. ବି—(ବି+ନଶ୍ ଧାତୁ+ଭାବ. ଅ) — କ୍ଷୟ; କ୍ଷତି — Decay; loss
  • ସଂ. ବି—(ବି+ନଶ୍ ଧାତୁ+ଭାବ. ଅ) — [ଉ—ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର। ଭଞ୍ଜ. ବୈଦେହୀଶବିଳାସ।]
  • ସଂ. ବି—(ବି+ନଶ୍ ଧାତୁ+ଭାବ. ଅ) — ଅପଚୟ — Waste; depredation
  • ସଂ. ବି—(ବି+ନଶ୍ ଧାତୁ+ଭାବ. ଅ) — ଅଭାବ — Want; non-existence
  • ସଂ. ବି—(ବି+ନଶ୍ ଧାତୁ+ଭାବ. ଅ) — ସଙ୍ଗୀତର ଶେଷ ସ୍ୱରବିଶେଷ — The closing note of a strain