ବିନାଶନ Bināṡana

  • ସଂ. ବି—(ବି+ନଶ୍ ଧାତୁ; ଣିଚ+ଭାବ. ଅନ) — ବିନାଶ— କରଣ — Act of destroying
  • ସଂ. ବିଣ — ବିନାଶକ; ବିଲୋପକାରୀ — Destroying
  • ଦେ. ବି — (ସଂ. ବିନା+ଅଶନ) ଅନାହାର; ଅନଶନ — Fasting
  • ଦେ. ବି — ବିଖ୍ୟାତ ଅନନ୍ତ କୀରତିମାନ; ବିନାଶନରେ ଅନୁଜ ସାମନ। ଭଞ୍ଜ. ବୈଦେହୀଶବିଳାସ।
  • ଦେ. ବିଣ. — ମୃତ — Dead
  • ଦେ. ବିଣ. — (ଉ—ବିନାଶନ ମୋ ବଲ୍ଲଭ, ଭାଷେ ଚପଳ। ଭଞ୍ଜ. ବୈଦେହୀଶବିଳାସ।)
  • ଦେ. ବିଣ. — ନଷ୍ଟ — Spoiled
  • ଦେ. ବିଣ. — (ଉ—ବଳାହକ ବିନା ବିନାଶନ ପ୍ରଭା ଭାନୁ ଭାନୁ କାହିଁ ପାଇଁ ସେ। ଭଞ୍ଜ ବୈଦେହୀଶବିଳାସ।)