ବିନାୟକ (ରାଓ) ବାହାଦୁର୍ Bināyaka (rāo bāhādur)

  • ସଂ. ବି—(ନାମ) — ଜନୈକ ମହାରାଷ୍ଟ୍ରୀ ଜ୍ୟୋତିଷୀ — An astronomer belonging to the Marhatta country
  • ସଂ. ବି—(ନାମ) — [ଦ୍ର—ଏ ଇଂରାଜୀ ଓ ଫରାସୀ ଜୋତିଷ ଗ୍ରନ୍ଥ ଅବଲମ୍ବନରେ ମରହଟ୍ଟୀଭାଷାରେ କୋଷାଷ୍ଟକ ନାମରେ ଏକ ସାରଣୀ ଗ୍ରନ୍ଥ ରଚନା କରିଥିଲେ। ଏ ଶକ 1747—1806 ମଧ୍ୟରେ ଜୀବିତ ଥିଲେ।] — [ଦ୍ର—ଏ ଇଂରାଜୀ ଓ ଫରାସୀ ଜୋତିଷ ଗ୍ରନ୍ଥ ଅବଲମ୍ବନରେ ମରହଟ୍ଟୀଭାଷାରେ କୋଷାଷ୍ଟକ ନାମରେ ଏକ ସାରଣୀ ଗ୍ରନ୍ଥ ରଚନା କରିଥିଲେ ଏ ଶକ1747—1806ମଧ୍ୟରେ ଜୀବିତ ଥିଲେ]