ବିନାଶନୀ Bināṡanī

  • ଦେ. ବିଣ. ସ୍ତ୍ରୀ—(ସଂ. ବିନାଶିନୀ) — ନାଶକାରିଣୀ — Destroying
  • ଦେ. ବିଣ. ସ୍ତ୍ରୀ—(ସଂ. ବିନାଶିନୀ) — (ଉ—ସେ କୂପ ପୁଣ୍ୟ ବିନାଶନୀ, ନିର୍ମିତ କଲେ ପଦ୍ମଯୋନି। ଜଗନ୍ନାଥ. ଭାଗବତ।