ବିଧ Bidha
- ସଂ. ବି. (ବି+ଧା ଧାତୁ+କର୍ମ ଅ) — ପ୍ରକାର — Kind; sort
- ସଂ. ବି. (ବି+ଧା ଧାତୁ+କର୍ମ ଅ) — ଧାରା — Style; mode; manner
- ସଂ. ବି. (ବି+ଧା ଧାତୁ+କର୍ମ ଅ) — ବିଧାନ; ନିୟମ; ବିଧି — Rule; formula
- ସଂ. ବି. (ବି+ଧା ଧାତୁ+କର୍ମ ଅ) — ରୀତି — Custom; practice
- ସଂ. ବି. (ବି+ଧା ଧାତୁ+କର୍ମ ଅ) — ଗଜଗ୍ରାସ; ଗଜ— ଭକ୍ଷ ଅନ୍ନ — An elephant's food
- ସଂ. ବି. (ବି+ଧା ଧାତୁ+କର୍ମ ଅ) — ସମୃଦ୍ଧି — Wealth; prosperity
- ସଂ. ବି. (ବି+ଧା ଧାତୁ+କର୍ମ ଅ) — ବିଦ୍ଧକରଣ; ଫୋଡ଼ିବା — Perforating; penetrating
- ସଂ. ବି. (ବି+ଧା ଧାତୁ+କର୍ମ ଅ) — ବେତନ — Salary; remuneration
- ସଂ. ବି. (ବି+ଧା ଧାତୁ+କର୍ମ ଅ) — ମୂଲ୍ୟ — Wages
- ସଂ. ବିଣ. ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ, ଯଥା ବିହୁବିଧ; ନାନାବିଧ) — ପ୍ରକାରର; ଜାତୀୟ — (a prefix meaning) Of kinds; of sorts; like or similar to
- ସଂ. ବିଣ. ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ, ଯଥା ବିହୁବିଧ; ନାନାବିଧ) — ଆକାରର — Of the form of
- ପ୍ରାଦେ. (ସମ୍ବଲପୁର) ବି — ଗୋଇଠା — Kick