ବିଧବା Bidhabā

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି, ବି= ବିଗତ+ଧବ=ସ୍ୱାମୀ+ସ୍ତ୍ରୀ. ଆ) — ମୃତଭର୍ତ୍ତୃକା ସ୍ତ୍ରୀ; ରାଣ୍ଡ — A widow
  • ସଂ. ବିଣ. (ବହୁବ୍ରୀହି; ବି= ନାହିଁ+ଧବ=ବସ୍ତ୍ର+ସ୍ତ୍ରୀ. ଆ) — ବିବସ୍ତ୍ରା (ସ୍ତ୍ରୀ) — Clothless or naked (woman)
  • ସଂ. ବିଣ. (ବହୁବ୍ରୀହି; ବି= ନାହିଁ+ଧବ=ବସ୍ତ୍ର+ସ୍ତ୍ରୀ. ଆ) — ମୃତ ଭର୍ତ୍ତୃକା (ସ୍ତ୍ରୀ) — (Woman) Who has lost her husband