ବିଧର୍ମୀ Bidharmī

  • ଦେ. ବିଣ. (ସଂ. ବିଧର୍ମା) — ଆପଣା ଧର୍ମ ଛଡ଼ା ଅନ୍ୟ ଧର୍ମ ଅବଲମ୍ବନ କରିଥିବା (ବ୍ୟକ୍ତି); ଅନ୍ୟ ଧର୍ମାବଲମ୍ବୀ — (a person) Professing another religion
  • ଦେ. ବିଣ. (ସଂ. ବିଧର୍ମା) — ଯେ ଆପଣା ଧର୍ମ ତ୍ୟାଗ କରି ଧର୍ମାନ୍ତର ଗ୍ରହଣ କରେ — Apostate
  • ଦେ. ବିଣ. (ସଂ. ବିଧର୍ମା) — [' ଦ୍ର—ଧର୍ମାଦନ୍ କେବଳଂ' ଏହି ସୂତ୍ର ଅନୁସାରେ 'ବିଧର୍ମା' ଶବ୍ଦ ସଂସ୍କୃତମୂଳକ, ତେଣୁ ବିଧର୍ମୀ ଶବ୍ଦ ଦେଶଜଶବ୍ଦରୂପେ ଗୃହୀତ ହେଲା।]