ବିଧବ ଯୋଗ Bidhaba j̄oga

  • ସଂ. ବି. (ବିଧବ+ଯୋଗ) — ବୈଧବ୍ୟ ଯୋଗ, ସ୍ତ୍ରୀର ବିଧବା ହେବାର ଦୈବ ନିର୍ଦ୍ଦିଷ୍ଟ ଘଟନା — The preordination of woman becoming a widow
  • ସଂ. ବି. (ବିଧବ+ଯୋଗ) — ବୈଧବ୍ୟ — Widowhood