ବିଦ୍ୱେଷଣୀୟ Bidweshaṇīya

  • ସଂ. ବିଣ. ପୁଂ (ବି+ଦ୍ୱିଷ୍ ଧାତୁ+ କର୍ମ. ଅନୀୟ) — ଘୃଣାର୍ହ — Deserving to be hated; abominable
  • ସଂ. ବିଣ. ପୁଂ (ବି+ଦ୍ୱିଷ୍ ଧାତୁ+ କର୍ମ. ଅନୀୟ) — ଯାହା ସହିତ ବିଦ୍ୱେଷ କରାଯିବା ଉଚିତ; ବିଦ୍ୱେଷଭାଜନ — Deserving to be treated with malice