ବିଧୁର Bidhura
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — କାତର — Distressed; troubled; overcome
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — ଦୁଃଖିତ — Agitated; afflicted with grief
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — ଭୀତ; ତ୍ରସ୍ତ — Terrified; alarmed
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — ଅସମର୍ଥ — Incapable; incapacitated
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — ବିମୂଢ଼ — Bewildered; overwhelmed
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — ବିକଳ — Confused; defective; imperfect
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — ପୀଡ଼ାଦାୟକ — Distressing; painful
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — ପ୍ରିୟ ବ୍ୟକ୍ତିର ବିୟୋଗରେ ବା ବିଚ୍ଛେଦରେ ଅତି ଦୁଃଖ ପ୍ରାପ୍ତ — Lovelorn; bereaved; suffering on account of separation from one's wife or beloved (Apte)
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — (ସମାସରେ; ଯଥା— କଳଙ୍କବିଧୁର) (ଅମୁକରୁ) ମୁକ୍ତ — Freed from (Apte)
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଶେଷ+ଧୁର=ଭାର ବା ଦୁଃଖ) — ଶତ୍ରୁତାପନ୍ନ; ପ୍ରତିକୂଳ — Adverse; hostile; unfriendly (Apte)
- ସଂ. ବି — ବିୟୋଗ; ବିଚ୍ଛେଦ — Separation; disunion
- ସଂ. ବି — ବୈକଲ୍ୟ — Defect; imperfection