ବିଧୁବଦନୀ Bidhubadanī

  • ଦେ. ବିଣ. ସ୍ତ୍ରୀ—(ସଂ. ବିଧୁବଦନା) — ବିଧୁବଦନର ସ୍ତ୍ରୀଲିଙ୍ଗ; ବିଧୁମୁଖୀ — (a woman) Having a face as fair as the moon