ବିଧୁଶିଳ Bidhuṡiḻa

  • ଦେ. ବି. (ସଂ. ବିଧୁଶିଳା) — ଚନ୍ଦ୍ରକାନ୍ତ ମଣି — A fabulous gem; having the peculiarity of melting under moon's rays; jasper
  • ଦେ. ବି. (ସଂ. ବିଧୁଶିଳା) — (ଉ—ବିଧୁଶିଳ ପ୍ରାୟେ କି ହୋଇଲା ମୋର ଦେହୀ। ଭଞ୍ଜ. ପ୍ରେମସୁଧାନିଧି।)