ବିଧୂନକ Bidhūnaka
- ସଂ. ବି (ବି+ଧୁ ଧାତୁ+ଭାବ. ଅ; ନିପାତନ) — କମ୍ପନ — Trembling; shaking
- ସଂ. ବି (ବି+ଧୁ ଧାତୁ+ଭାବ. ଅ; ନିପାତନ) — ବିସର୍ଜନ; ପରିତ୍ୟାଗ — 1. Abandonment; relinquishment
- ସଂ. ବି (ବି+ଧୁ ଧାତୁ+ଭାବ. ଅ; ନିପାତନ) — ନିଷ୍କାଶନ — Bringing out; extraction
- ସଂ. ବି (ବି+ଧୁ ଧାତୁ+ଭାବ. ଅ; ନିପାତନ) — ଝାଡ଼ିବା; କମ୍ପନଦ୍ୱାରା ଫିଙ୍ଗି ଦେବା — Shaking off