ବିଧୁତ Bidhuta

  • ସଂ. ବିଣ (ବି+ଧୁ ଧାତୁ=କମ୍ପିବା+କର୍ମ. ତ) — କମ୍ପିତ — Shaking; trembling
  • ସଂ. ବିଣ (ବି+ଧୁ ଧାତୁ=କମ୍ପିବା+କର୍ମ. ତ) — ବିସର୍ଜିତ; ତ୍ୟକ୍ତ — Abandoned. relinquished
  • ସଂ. ବିଣ (ବି+ଧୁ ଧାତୁ=କମ୍ପିବା+କର୍ମ. ତ) — କ୍ଷାଳିତ — Washed
  • ସଂ. ବିଣ (ବି+ଧୁ ଧାତୁ=କମ୍ପିବା+କର୍ମ. ତ) — ଅପସାରିତ — Removed
  • ସଂ. ବିଣ (ବି+ଧୁ ଧାତୁ=କମ୍ପିବା+କର୍ମ. ତ) — ନିଷ୍କାଶିତ — Taken out; tossed; extracted
  • ସଂ. ବିଣ (ବି+ଧୁ ଧାତୁ=କମ୍ପିବା+କର୍ମ. ତ) — ଅସ୍ଥିର — Unsteady (Apte)