ବିଧୁଚୂଡ଼ Bidhuchūṟḍ̠a

  • ସଂ. ବି (ବହୁବୀହି, ବିଧୁ+ଚୂଡ଼ା) — ଚନ୍ଦ୍ରଶେଖର; ମହାଦେବ; ଶିବ — Ṡiba
  • ସଂ. ବି (ବହୁବୀହି, ବିଧୁ+ଚୂଡ଼ା) — [ଉ—ବିଧୁଚୂଡ଼ ଗଉରୀ, ବିଭାତିକି ରାମସୀତା ଧରି। ଭଞ୍ଜ, ବୈଦେହୀଶବିଳାସ।]