ବିଧୁକ୍ଷୟ Bidhuksḥaya
- ସଂ. ବି—( 6 ଷ୍ଠୀ ତତ୍; ବିଧୁ+କ୍ଷୟ) — (କୃଷ୍ଣପକ୍ଷରେ) ଚନ୍ଦ୍ରଙ୍କର ହ୍ରାସ — The moon's wane; the waning of the moon
- ସଂ. ବି—( 6 ଷ୍ଠୀ ତତ୍; ବିଧୁ+କ୍ଷୟ) — (ଦିବସରେ ବା ଗ୍ରହଣ ସମୟରେ ବା ଅମାବାସ୍ୟାରେ) ଚନ୍ଦ୍ରଙ୍କର ଅଦର୍ଶନ ବା ଲୋପ — The disappearance of the moon (during daytime or an eclipse or on the new moon)