ବିଧିହୀନ Bidhihīna

  • ସଂ. ବିଣ ( 5 ମୀ ତତ; ବିଧି+ହୀନ) — ଶୃଙ୍ଖଳାବିହୀନ; ଅନିୟନ୍ତ୍ରିତ — Unregulated; unmethodical
  • ସଂ. ବିଣ ( 5 ମୀ ତତ; ବିଧି+ହୀନ) — ଅନିୟମିତ — Irregular
  • ସଂ. ବିଣ ( 5 ମୀ ତତ; ବିଧି+ହୀନ) — ଅଶାସ୍ତ୍ରୀୟ — Against the rules of the Scriptures