ବିଦ୍ରବ Bidraba
- ସଂ. ବି. (ବି+ଦ୍ର, ଧାତୁ= ପଳାଇବା+ଭାବ. ଅ) — ପଳାୟନ — Flight; retreat
- ସଂ. ବି. (ବି+ଦ୍ର, ଧାତୁ= ପଳାଇବା+ଭାବ. ଅ) — ଭୟ — , Fear; terror
- ସଂ. ବି. (ବି+ଦ୍ର, ଧାତୁ= ପଳାଇବା+ଭାବ. ଅ) — କ୍ଷରଣ; ତରଳ ଦ୍ରବ୍ୟ ଗଳିପଡ଼ିବା — Oozing of liquid
- ସଂ. ବି. (ବି+ଦ୍ର, ଧାତୁ= ପଳାଇବା+ଭାବ. ଅ) — ଦ୍ରବୀଭାବ — Melting
- ସଂ. ବି. (ବି+ଦ୍ର, ଧାତୁ= ପଳାଇବା+ଭାବ. ଅ) — ଥଟ୍ଟା; ପରିହାସ — Jesting
- ସଂ. ବି. (ବି+ଦ୍ର, ଧାତୁ= ପଳାଇବା+ଭାବ. ଅ) — ନିନ୍ଦା — Rebuke; censure
- ସଂ. ବି. (ବି+ଦ୍ର, ଧାତୁ= ପଳାଇବା+ଭାବ. ଅ) — ଯୁଦ୍ଧ — Battle
- ସଂ. ବି. (ବି+ଦ୍ର, ଧାତୁ= ପଳାଇବା+ଭାବ. ଅ) — ବୁଦ୍ଧି — Intellect; understanding
- ଦେ. ବିଣ. ଗଳି ପଡ଼ୁଥିବା — Oozing out
- ଦେ. ବିଣ. [ଉ—ବିଦ୍ରାବ ତ୍ରିଧାର ରକ୍ତ ବସନ ବୁଡ଼ି, ବାତେ ପୁଷ୍ପିତ ମନ୍ଦାର ବୃକ୍ଷ କି ଉଡ଼ି। ଭଞ୍ଜ. ବୈଦେହୀଶବିଳାସ।]