ବିଦ୍ରଧି Bidradhi

  • ସଂ. ବି. (ବିଦ୍ର+ଧା ଧାତୁ= ଧାରଣ କରିବା+କର୍ତ୍ତୃ. ଇ) — ପେଟ ମଧ୍ୟରେ ଜନ୍ମିବା କଷ୍ଟ ଦାୟକ ଓ ମାରାତ୍ମକ ବ୍ରଣରୋଗ ବିଶେଷ — A kind of painful boil or abscess inside the stomach