ବିଦ୍ରାବିତ Bidrābita

  • ସଂ. ବିଣ. (ବି+ଦ୍ରୁ ଧାତୁ ଣିଚ୍ ଦ୍ରାବି ଧାତୁ +କର୍ମ. ତ) — ଦ୍ରବୀକୃତ — Molten; liquefied
  • ସଂ. ବିଣ. (ବି+ଦ୍ରୁ ଧାତୁ ଣିଚ୍ ଦ୍ରାବି ଧାତୁ +କର୍ମ. ତ) — ବିତାଡ଼ିତ; ତାଡ଼ନାର୍ଥ ପଶ୍ଚାଦ୍ଧାବିତ — Driven from behind; chased