ବିଦ୍ରୁତ Bidruta

  • ସଂ. ବିଣ. (ବି+ଦ୍ରୁ ଧାତୁ+କର୍ତ୍ତୃ. ତ) — ପଳାୟିତ — Fled away
  • ସଂ. ବିଣ. (ବି+ଦ୍ରୁ ଧାତୁ+କର୍ତ୍ତୃ. ତ) — ଦ୍ରବୀଭୂତ; ଗଳିତ — Molten; liquefied
  • ସଂ. ବିଣ. (ବି+ଦ୍ରୁ ଧାତୁ+କର୍ତ୍ତୃ. ତ) — ସନ୍ତ୍ରସ୍ତ — Terrified; alarmed