ବିଦାର Bidāra

  • ସଂ. ବି. (ବି+ଦୃ ଧାତୁ+ଭାବ. ଅ) — ବିଦାରଣ; ଚିରି ଦେବା — Laceration; tearing
  • ସଂ. ବି. (ବି+ଦୃ ଧାତୁ+ଭାବ. ଅ) — (ଅଧି— କରଣ. ଅ) ଯୁଦ୍ଧ; ରଣ — Fight; battle
  • ସଂ. ବି. (ବି+ଦୃ ଧାତୁ+ଭାବ. ଅ) — ଜଳୋଚ୍ଛ୍ୱାସ; ଢେଉ — The swelling of water; wave