ବିଦାରିତ Bidārita

  • ସଂ. ବିଣ. (ବି+ଦୃ ଧାତୁ ଣିଚ୍ ଦାରି ଧାତୁ+କର୍ମ. ତ) — ଭେଦିତ; ଚିରା ହୋଇଥିବା — Pierced; rent
  • ସଂ. ବିଣ. (ବି+ଦୃ ଧାତୁ ଣିଚ୍ ଦାରି ଧାତୁ+କର୍ମ. ତ) — ଛିନ୍ନ ବିଚ୍ଛିନ୍ନ — Lacerated; torn