ବିଦାରିବା Bidāribā

  • ଦେ. କ୍ରି. (ସଂ. ବିଦାରଣ) — ବିଦାରଣ କରିବା; ଭେଦ କରିବା — To pierce through; to penetrate
  • ଦେ. କ୍ରି. (ସଂ. ବିଦାରଣ) — [ଉ—ବିଲ ଆଡ଼ି ବିଦାରି ଉଠିଲେ ଆରୁଣି— କୃଷ୍ଣସିଂହ. ମହାଭାରତ. ଆଦି।]
  • ଦେ. କ୍ରି. (ସଂ. ବିଦାରଣ) — ଦୂର କରିବା — To drive away
  • ଦେ. କ୍ରି. (ସଂ. ବିଦାରଣ) — [ଉ—ନଳଙ୍କ ଏ ବଚନଚନ୍ଦ୍ର ପ୍ରକାଶିଲା, ପୁଷ୍କରଙ୍କ ଭୟତମକୁ ବିଦାରିଲା। କୃଷ୍ଣସିଂହ. ମହାଭାରତ. ବନ]
  • ଦେ. କ୍ରି. (ସଂ. ବିଦାରଣ) — ଫାଡ଼ିଦେବା; ଚିରିଦେବା — To lacerate; to split up
  • ଦେ. କ୍ରି. (ସଂ. ବିଦାରଣ) — ନଖ ବା ଅସ୍ତ୍ରାଦି ଦ୍ୱାରା ଗଭୀରରୂପେ ଭେଦ କରିବା — To scratch deeply