ବିଦାରକ Bidāraka

  • ସଂ. ବିଣ. (ବି+ଦୃ ଧାତୁ+କର୍ତ୍ତୃ. ଅକ) — ବିଦାରଣକାରୀ — Piercing; lacerating; tearing; rending
  • ସଂ. ବି — (+କର୍ମ. ଅ +କ) ଶୁଷ୍କ ନଦୀ ବା ପୁଷ୍କରିଣୀ ଗର୍ଭସ୍ଥ କୂପ — A well in the dry bed of a river or tank
  • ସଂ. ବି — ସମୁଦ୍ର ଗର୍ଭସ୍ଥ ବୃକ୍ଷ ବା ପର୍ବତ — A tree or hill rising from the bed of a sea; submarine rock or tree
  • ସଂ. ବି — ବଜ୍ରକ୍ଷାର — Unrefined alkali