ବିଦଳିତ Bidaḻita

  • ସଂ. ବିଣ—(ବି+ଦଳ୍ ଧାତୁ+କର୍ମ. ତ) — ବିମର୍ଦ୍ଦିତ — Crushed; well ground
  • ସଂ. ବିଣ—(ବି+ଦଳ୍ ଧାତୁ+କର୍ମ. ତ) — ବିଦାରିତ — Cleft; lacerated
  • ସଂ. ବିଣ—(ବି+ଦଳ୍ ଧାତୁ+କର୍ମ. ତ) — ବିକଶିତ — Expanded; blossomed