ବିତତ Bitata

  • ସଂ. ବିଣ (ବି+ତନ୍ ଧାତୁ=ବିସ୍ତାର କରିବା+କର୍ମ) — ବିସ୍ତୃତ; ବ୍ୟାପ୍ତ — Spread
  • ସଂ. ବିଣ (ବି+ତନ୍ ଧାତୁ=ବିସ୍ତାର କରିବା+କର୍ମ) — ପ୍ରସାରିତ — Extended
  • ସଂ. ବି — ବୀଣା ପ୍ରଭୃତି ତାର ଯୁକ୍ତ ଯନ୍ତ୍ର — Harp and other stringed musical instruments