ବିଣ୍ଡି ମାରିବା Biṇḍi māribā

  • ଦେ. କ୍ରି — ଧାନ କ୍ଷେତରେ ଫାଙ୍କ ଥିବା ସ୍ଥଳରେ ଧାନ ଗଛ ରୋଇ ଦେବା — To transplant paddy plants in blank spaces of a field
  • ଦେ. କ୍ରି — ବୋତଲ ଆଦିର ମୁହଁ ବନ୍ଦ କରିବା — To stop the mouth by a plug or gag or stopper