ବିତଣ୍ଡା କରିବା Bitaṇḍā karibā

  • ଦେ. କ୍ରି — ବୃଥା ବାଚଯୁଦ୍ଧ କରିବା — To make perverse argument
  • ଦେ. କ୍ରି — ବୃଥାରେ କଳି ଲଗାଇବା — To quarrel unnecessarily