ବିତନ୍ତ୍ରୀ Bitantrī

  • ସଂ. ବି (ବହୁବ୍ରୀହି; ବି+ତନ୍ତ୍ରୀ) — ଯେଉଁ ବୀଣାଆଦିର ତାର ଇପ୍ସିତ ସ୍ୱର ଅନୁରୂପ ସଜଡ଼ା ହୋଇ ନାହିଁ — Musical instruments, the strings of which have not been property turned and so have become discordant