ବିଚାରଣା Bichāraṇā
- ସଂ. ବି—(ବି+ଚର୍ ଧାତୁ ଣିଚ, ଚାରି ଧାତୁ +ଭାବ ଅନ) — ବିଚାର; ବିବେଚନା — Consideration
- ସଂ. ବି—(ବି+ଚର୍ ଧାତୁ ଣିଚ, ଚାରି ଧାତୁ +ଭାବ ଅନ) — (ଉ.—ଏଥିକି ଉପାୟ ଲୋଡ଼ା ହେଉ ବିଚାରଣା. ରାଧାନାଥ ବାଣହରଣ ।)
- ସଂ. ବି—(ବି+ଚର୍ ଧାତୁ ଣିଚ, ଚାରି ଧାତୁ +ଭାବ ଅନ) — ଅଦାଲତରେ ବିଚାର ବା ମୀମାଂସା — Judicial trial; adjudication
- ସଂ. ବି—(ବି+ଚର୍ ଧାତୁ ଣିଚ, ଚାରି ଧାତୁ +ଭାବ ଅନ) — ଯାର୍ଥାଥ୍ୟ ନିର୍ଣ୍ଣୟ — Ascertainment of the truth or actual facts
- ସଂ. ବି—(ବି+ଚର୍ ଧାତୁ ଣିଚ, ଚାରି ଧାତୁ +ଭାବ ଅନ) — ସମାଲୋଚନା — Criticism
- ସଂ. ବି—(ବି+ଚର୍ ଧାତୁ ଣିଚ, ଚାରି ଧାତୁ +ଭାବ ଅନ) — ଯୁକ୍ତି; ତର୍କ — Argument; discussion
- ସଂ. ବି—(ବି+ଚର୍ ଧାତୁ ଣିଚ, ଚାରି ଧାତୁ +ଭାବ ଅନ) — ମୀମାଂସା ଶାସ୍ତ୍ର — One of the systems of Hindu philosophy
- ସଂ. ବି—(ବି+ଚର୍ ଧାତୁ ଣିଚ, ଚାରି ଧାତୁ +ଭାବ ଅନ) — ନ୍ଯାୟ ବିଚାର; ବୁଝା— ମଣା; ସୁବିଚାର — Just decision
- ପ୍ରାଦେ. (ଗଞ୍ଜାମ) ବି — ମକଦ୍ଦମାରେ ପ୍ରମାଣାଦି ଉପସ୍ଥାପିତ ହେବା ପରେ ପକ୍ଷମାନଙ୍କ ବାଦାନୁବାଦ — Argument in a case
- ପ୍ରାଦେ. (ଗଞ୍ଜାମ) ବି — ମକଦମାର ଶୁଣାଣି — The hearing of a case