ବିଚାରଣୀ Bichāraṇī

  • ଦେ. (ପ୍ରାଚୀନ ପଦ୍ୟ) ବି — ବିଚାର — Consideration
  • ଦେ. (ପ୍ରାଚୀନ ପଦ୍ୟ) ବି — (ଉ—କି ଭଲ ମନ୍ଦ ଲାଭ ହାନି, କି ଆଗ ପଛ ବିଚାରଣୀ—ଭୂପତି. ପ୍ରେମପଞ୍ଚାମୃତ।)